ଶ୍ରେୟସ ଆୟର ଏବଂ ରବି ବିଷ୍ନୋଇଙ୍କୁ ଝଟକା, ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଗସ୍ତ ରଦ୍ଦ କଲା ବିସିସିଆଇ
ଟି-୨୦ ବିଶ୍ୱକପ ୨୦୨୨ ପୂର୍ବରୁ ବିସିସିଆଇ ବଡ ନିଷ୍ପତ୍ତି ନେଇଛି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆର ୨ ଖେଳାଳିଙ୍କୁ ବିସିସିଆଇ ଝଟକା ଦେଇଛି। ଭାରତୀୟ ମ୍ୟାନେଜମେଣ୍ଟ ଟି-୨୦ ବିଶ୍ୱକପ୍ ୨୦୨୨ ପାଇଁ ଏମାନଙ୍କୁ ଅଷ୍ଟ୍ରେଲିଆ ନ ପଠାଇବାକୁ ନିଷ୍ପତ୍ତି ନେଇଛି। ଶ୍ରେୟସ ଆୟର ଏବଂ ରବି…