Below header
Browsing Tag

id in odisha

କଟକ, ଭଦ୍ରକ ସମେତ ରାଜ୍ୟର ଅନ୍ୟାନ ସ୍ଥାନରେ ଉତ୍ସାହର ସହ ପାଳିତ ହେଉଛି ଇଦ୍‌

କେ ନ୍ୟୁଜ(୦୩/୦୫): ଆଜି ଭାଇଚାରାର ପର୍ବ ଇଦ୍‌। ଦୁଇବର୍ଷ ପରେ ସମୂହ ଭାବେ ପାଳନ ହେଉଛି ଏହି ପର୍ବ। ରଙ୍ଗବେରଙ୍ଗର ଆଲୋକରେ ଝଲସୁଛି ମସଜିଦ୍‌ । ମସଜିଦ୍‌ ଯାଇ ସମୁହ ନମାଜ ପାଠ କରିଛନ୍ତି ମୁସଲିମ ଧର୍ମାବଲମ୍ବୀ। ଏହା ସହ ପରସ୍ପରକୁ ଆଲିଙ୍ଗନ କରି ପରସ୍ପରକୁ ଇଦ୍‌ ମୁବାରକ ଜଣାଇଛନ୍ତି। ଘରେ…