Below header
Browsing Tag

iic gaisilat

ଆୟଠୁ ଅଧିକ ସମ୍ପତ୍ତି ଠୁଳ, ଗିରଫ ହେଲେ ବରଗଡ଼ ଜିଲ୍ଲା ଗାଇସିଲେଟ୍‌ ଥାନା ଆଇଆଇସି

ଥାନା ବାବୁଙ୍କୁ ମହଙ୍ଗା ପଡ଼ିଲା ଆୟଠୁ ଅଧିକ ସମ୍ପତ୍ତି ଠୁଳ । ଗିରଫ ହେଲେ ବରଗଡ଼ ଜିଲ୍ଲା ଗାଇସିଲେଟ୍‌ ଥାନା ଆଇଆଇସି ବୀରବର ଭଗତ । ତାଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି । ରେଡ୍‌ ବେଳେ ଠାବ ହୋଇଥିଲା ଅମାପ ସମ୍ପତ୍ତି । ସମ୍ବଲପୁର ଅଇଁଠାପାଲିରେ ୭୭ ଲକ୍ଷ ଟଙ୍କାର ଦୁଇ ମହଲା ଘର ରହିଛି ।…