Browsing Tag

ind-eng 4th test

ଶେଷ ଟେଷ୍ଟରେ ଇଂଲଣ୍ଡକୁ ଏକ ଇନିଂସ ଓ ୨୫ ରନରେ ହରାଇଲା ଭାରତ, ୩-୧ରେ ସିରିଜ ଜିତିଲା ଟିମ୍ ଇଣ୍ଡିଆ

ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଶେଷ ଟେଷ୍ଟର ୩ୟ ଦିନରେ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ମ୍ୟାଚ୍ ଜିତିବା ସହିତ ୪ ଟିକିଆ ଟେଷ୍ଟ ସିରିଜକୁ ମଧ୍ୟ ଜିତିଛି ଟିମ୍ ଇଣ୍ଡିଆ। ଇଂଲଣ୍ଡ ପ୍ରଥମ ଇନିସଂରେ ବ୍ୟାଟିଂ ଆରମ୍ଭ କରି ମାତ୍ର ୨୦୫ ରନରେ ଅଲଆଉଟ ହୋଇଥିଲା । ଜବାବରେ ଋଷଭ ପନ୍ତଙ୍କ…

ୱାସିଂଟନ ସୁନ୍ଦରଙ୍କ କମାଲ୍ ବ୍ଯାଟିଂ, ୩୬୫ ରନ କରି ଅଲଆଉଟ୍ ହେଲା ଭାରତ

ମୋଟେରା ଷ୍ଟାଡିୟମରେ ଚାଲିଥିବା ଭାରତ-ଇଂଲର୍ଡ ୪ର୍ଥ ଟେଷ୍ଟର ଆଜି ୩ୟ ଦିନ। ଦ୍ବିତୀୟ ଦିନ ଖେଳ ସୁଦ୍ଧା ଭାରତ ୭ ଉଇକେଟ ହରାଇ ୨୯୪ ରନ କରିଥିଲା। ଦ୍ବିତୀୟ ଦିନରେ ପନ୍ତଙ୍କ ଆକର୍ଷଣୀୟ ଶତକ ଏବଂ ୱାସିଂଟନ୍ ସୁନ୍ଦରଙ୍କ ଅପରାଜିତ ଅର୍ଦ୍ଧଶତକ ଭାରତକୁ ଦୃଢ଼ ସ୍ଥିତିରେ ରହିଥିଲା। ହାତରେ ୩ ୱିକେଟ୍…

ଋଷଭ ପନ୍ତଙ୍କ ଧମାକେଦାର ବ୍ଯାଟିଂ ଯୋଗୁଁ ମଜବୁତ ସ୍ଥିତିରେ ଭାରତ, ୮୯ରନରେ ଆଗୁଆ ଟିମ୍ ଇଣ୍ଡିଆ

ମୋଟେରାର ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଜାରି ରହିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ର ଦ୍ବିତୀୟ ଦିନରେ ଭାରତ ଦମଦାର ପ୍ରଦର୍ଶନ କରିଛି। ଦ୍ବିତୀୟ ଦିନ ଖେଳସୁଦ୍ଧା ଭାରତ- ୨୯୪/୭ ରନ କରିଛି। ଦ୍ବିତୀୟ ଦିନରେ ଦମଦାର ଶତକ ହାସଲ କରିଛନ୍ତି ଋଷଭ ପନ୍ତ । ଏହା ସହିତ ପନ୍ତ…

ଭାରତ- ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଟିମ୍ ଇଣ୍ଡିଆକୁ ଦ୍ବିତୀୟ ଝଟକା, ପୂଜାରା ୧୭ ରନ କରି ହେଲେ ଆଉଟ୍

ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ଚତୁର୍ଥ ତଥା ଶେଷ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ବାହାରିଥିବା ଇଂଲଣ୍ଡ ଦଳ ପ୍ରଥମ ଇଂନିସରେ ୨୦୫ ରନ୍ କରି ଅଲ୍ଆଉଟ ହୋଇଛି। ଅକ୍ଷର ପଟେଲ ଏବଂ ଅଶ୍ବିନଙ୍କ ଦମଦାର…