Browsing Tag

independent candidate benu barik

ବାଲେଶ୍ୱରର ସ୍ୱାଧୀନ ପ୍ରାର୍ଥୀ ବେଣୁ ବାରିକଙ୍କ ବିଜୟ କାମନା କରି ପୂଜା କଲେ ଅଭିନେତ୍ରୀ ରାଣୀ ପ୍ରିୟଦର୍ଶନୀ, ଜାଳିଲେ…

ବାଲେଶ୍ୱର: ବାଲେଶ୍ୱର ସଦର ଆସନ ସ୍ୱାଧୀନ ପ୍ରାର୍ଥୀ ବେଣୁ ବାରିକଙ୍କ ବିଜୟ ପାଇଁ ପୂଜା କଲେ ଅଭିନେତ୍ରୀ ରାଣୀ ପ୍ରିୟଦର୍ଶନୀ । ସକାଳୁ ସକାଳୁ ଲିଙ୍ଗରାଜ ମନ୍ଦିର ଯାଇ ବେଣୁଙ୍କ ପାଇଁ ପୂଜାର୍ଚ୍ଚନା କରିଛନ୍ତି । ୧୦୮ ଦୀପ ଜାଳିବା ସହ ୧୦୮ ବେଲପତ୍ର ଲିଙ୍ଗରାଜଙ୍କ ପାଖରେ ଚଢାଇଛନ୍ତି ।…