Browsing Tag

India Australia 3rd test match

ବକ୍ସିଂ ଡେ ତୃତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ , ୨ ୱିକେଟ ବିନିମୟରେ ୨୧୫ ରନରୁ ଆରମ୍ଭ ହୋଇଛି ଖେଳ

କେନ୍ୟୁଜ୍ : ବକ୍ସିଂ ଡେରେ ଭାରତ ଓ ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନର ଖେଳ ଜାରି । ଦ୍ୱିତୀୟ ଦିନରେ ଭାରତର ଦମ୍‌ଦାର ବ୍ୟାଟିଂ । ପୂଜାରା ଦମ୍‌ଦାର ଶତକ ହାସଲ କରିଛନ୍ତି । ସେହିପରି କୋହଲି ଅର୍ଦ୍ଧଶତକ କରି ଖେଳୁଛନ୍ତି । ପ୍ରଥମ ଦିନରେ ଭାରତ ୨ ୱିକେଟ ହରାଇ କରିଥିଲା ୨୧୫ରନ ।…

ଆସନ୍ତାକାଲିଠୁ ଭାରତ-ଅଷ୍ଟ୍ରେଲିଆ ମେଲବର୍ଣ୍ଣ ଟେଷ୍ଟ , ରୋମାଞ୍ଚକର ସ୍ଥିତିରେ ସିରିଜ୍‌

କେନ୍ୟୁଜ୍ : ଆସନ୍ତାକାଲିଠୁ ଆରମ୍ଭ ହେଉଥିବା ଭାରତ-ଅଷ୍ଟ୍ରେଲିଆ ମେଲବର୍ଣ୍ଣ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ନୂଆ ମୁହଁ ଭାବେ ଦଳରେ ସାମିଲ ହୋଇଛନ୍ତି ମୟଙ୍କ ଅଗ୍ରଓ୍ଵାଲ । ସେହିପରି ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜା ଦଳକୁ ଫେରିଛନ୍ତି । ଦୁଇ ଓପନର ମୁରଲୀ ବିଜୟ ଓ ଲୋକେଶ…