Below header
Browsing Tag

India china talks

ଚୀନ୍‌ର ଚାଲ୍‌ : ଲଦାଖର ହଟ୍ସ ସ୍ପ୍ରିଙ୍ଗ୍‌ ଓ ଗୋଗ୍ରାରୁ ସୈନ୍ୟ ଅପସାରଣ କରିବାକୁ ଚୀନ୍‌ ଅମଙ୍ଗ

ନୂଆଦିଲ୍ଲୀ : ଚୀନ୍‌ ପୁଣି ଥରେ ଖେଳିଛି ଚାଲ୍‌ । ପୂର୍ବ ବୈଠକରେ ହୋଇଥିବା ନିଷ୍ପତ୍ତିରୁ ଚୀନ୍‌ ପୁଣି ଥରେ ଓହରି ଯାଇଛି । ପୂର୍ବ ଲଦାଖର ଗୋଗ୍ରା ଓ ହଟ୍ସ ସ୍ପ୍ରିଙ୍ଗ୍‌ ଅଞ୍ଚଳରୁ ଚୀନ୍‌ ନିଜର ସୈନ୍ୟ ଓ ଯାନବାହନ ଅପସାରଣ କରିବାକୁ ମନା କରିଛି । ଗତ ଶୁକ୍ରବାର ହୋଇଥିବା ୧୧ତମ…

ଭର୍ଚୁଆଲରେ ସାମ୍ନାସାମ୍ନି ହେବେ ମୋଦି ଓ ଜିନ୍‌ପିଙ୍ଗ, ଏଲ୍‌ଏସିରେ ତିକ୍ତତା ମଧ୍ୟରେ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ…

କେନ୍ଯୁଜ୍ : ଭର୍ଚୁଆଲରେ ସାମ୍ନାସାମ୍ନି ହେବେ ନରେନ୍ଦ୍ର ମୋଦି ଓ ସି ଜିନ୍‌ପିଙ୍ଗ । ପୂର୍ବ ଲଦାଖର ଏଲ୍‌ଏସିରେ ତିକ୍ତତା ମଧ୍ୟରେ ବ୍ରିକ୍ସ ସମ୍ମିଳନୀରେ ଦୁଇ ନେତା ଯୋଗଦେବେ । ଶେଷ ଥର ପାଇଁ ସାଂଘାଇ ସହଯୋଗ ସଂଗଠନରେ ଉଭୟ ନେତାଙ୍କ ଭର୍ଚୁଆଲ ସାକ୍ଷାତ ହୋଇଥିଲା । ଆଜି ବ୍ରିକ୍ସ ସମ୍ମିଳନୀରେ…

ସୀମାରେ ଉତ୍ତେଜନା ହ୍ରାସ ପାଇଁ  ଭାରତ ଓ ଚୀନର କୋର କମାଣ୍ଡରଙ୍କ ଜରୁରୀ ବୈଠକ ଜାରି

ନୂଆଦିଲ୍ଲୀ : ଭାରତ-ଚୀନ ସୀମାରେ ଉତ୍ତେନଜନା ହ୍ରାସ ପାଇଁ ଭାରତ ଓ ଚୀନ କୋର୍‌ କମାଣ୍ଡରସ୍ତରୀୟ ଜରୁରୀ ବୈଠକ ଏଲ୍‌ଏସି ନିକଟରେ ଜାରି ରହିଛି । ଦୁଇ ଦେଶର କୋର୍‌ କମାଣ୍ଡରଙ୍କ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ବଡ଼ ବୈଠକ । ପ୍ରଥମ ବୈଠକ ଜୁନ୍‌ ୬ରେ ଅନୁଷ୍ଠିତ ହୋଇଥିଲା । ତେବେ ଗଲ୍‌ଓ୍ଵାନ…