Browsing Tag

INDIA COACH APARAJITA

ବିଶ୍ବ କ୍ୟାଡେଟ୍ ଚେସ୍ ପାଇଁ ଭାରତୀୟ ଦଳର କୋଚ୍ ହେଲେ ଓଡ଼ିଆ ଝିଅ ଅପରାଜିତ ଗୋଛିକାର

ଭୁବନେଶ୍ବର (କେନ୍ୟୁଜ୍) : ଓଡ଼ିଆ ଚୋସ୍ ଖେଳାଳି ଅପରାଜିତ ଗୋଛିକାର ଭାରତୀୟ ଚେସ୍ ଟିମର କୋଚ୍ ଭାବେ ବିଶ୍ବ କ୍ୟାଡେଟ୍ ଚେସ୍ ପ୍ରତିଯୋଗିତାରେ ପ୍ରତିନିଧିତ୍ବ  କରିବେ । ଆସନ୍ତା ନଭେମ୍ବର ୩ରୁ ୧୬ ତାରିଖ ପର୍ଯ୍ୟନ୍ତ ସ୍ପେନର ସାଣ୍ଟିଆଗୋ ଠାରେ ବିଶ୍ବ କ୍ୟାଡେଟ୍ ଚେସ୍ ପ୍ରତିଯୋଗିତା ଅନୁଷ୍ଠିତ…