Browsing Tag

india covid updates

ଭାରତରେ ୨୪ ଘଣ୍ଟାରେ ୩୭ହଜାର ୩୭୯ କରୋନା ସଂକ୍ରମିତ ଚିହ୍ନଟ, ଦିନକରେ ୧୨୪ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଭାରତରେ କରୋନାର ତୃତୀୟ ଲହର ସ୍ଥିତି । ୨୪ ଘଣ୍ଟାରେ ୩୭ହଜାର ୩୭୯ କରୋନା ସଂକ୍ରମିତ ଚିହ୍ନଟ। ଗୋଟିଏ ଦିନରେ ୧୨୪ଜଣଙ୍କ ମୃତ୍ୟୁ ହୋଇଛି। ଗୋଟିଏ ଦିନରେ ୧୦ ପ୍ରତିଶତ ବଢିଛି କରୋନା ସଂକ୍ରମଣ। ୧୧ହଜାର ୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଆକ୍ଟିଭ କେସ ୧ଲକ୍ଷ ୭୧ ହଜାର ୮୩୦ରେ…

ଦେଶରୁ କମୁଛି ସଂକ୍ରମଣ, ଆଜି ଚିହ୍ନଟ ହେଲେ ୧ ଲକ୍ଷ ୩୧ ହଜାର ୩୬୪ କରୋନା ସଂକ୍ରମିତ

ନୂଆଦିଲ୍ଲୀ : ଦେଶରେ କମୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୧ ଲକ୍ଷ ୩୧ହଜାର ୩୬୪ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ମୃତ୍ୟୁବରଣ କରିଛନ୍ତି ୨ହଜାର ୭୧୩। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୮୫ଲକ୍ଷ ୭୪ ହଜାର ୩୫୦ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ୩ଲକ୍ଷ…

ଏପ୍ରିଲରେ ଦେଶରେ କରୋନା ଦେଖାଇଛି କରାଳ ରୂପ: ଆସନ୍ତାକାଲି ଦୁଇ କୋଟି ଛୁଇଁଯିବ ପଜିଟିଭ୍ ସଂଖ୍ଯା

ନୂଆଦିଲ୍ଲୀ: ଦେଶରେ ଆସନ୍ତାକାଲି ଦୁଇ କୋଟି ଛୁଇଁବ କରୋନା କେସ୍‌ । ଆଜି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧କୋଟି ୯୯ଲକ୍ଷ ୨୫ହଜାର ୬୦୪ । ଏପ୍ରିଲରେ ଦୈନିକ ସଂକ୍ରମଣ ଟପିଛି ୪ ଲକ୍ଷ । କିନ୍ତୁ ଆଜି ଦେଶରେ ଖସିଛି କରୋନା ଗ୍ରାଫ୍‌ । ଟେଷ୍ଟିଂ କମିଛି, ସଂକ୍ରମିତଙ୍କ ସଂଖ୍ୟା ବି ଖସିଛି ।…

ପ୍ରଥମ ଥର ପାଇଁ ଦେଶରେ ୩ ଲକ୍ଷ ଟପିଲା ଦୈନିକ ସଂକ୍ରମଣ ସଂଖ୍ଯା, ୨୪ ଘଣ୍ଟାରେ ୨୧୦୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ୩ ଲକ୍ଷ ଟପିଲା ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୩ ଲକ୍ଷ ୧୪ହଜାର ୮୩୫ ରେ ପହଞ୍ଚିଥିଛି। ବିଶ୍ୱରେ କୌଣସି ଦେଶରେ ଏତେ ସଂଖ୍ୟାରେ ଦୈନିକ ସଂକ୍ରମଣ ହୋଇ ନାହିଁ। ଆମେରିକାରେ ଜାନୁଆରିରେ ସର୍ବାଧିକ ୨ଲକ୍ଷ ୯୭ହଜାର ୩୪୦ ପଜିଟିଭ ଚିହ୍ନଟ ହୋଇଥିଲେ। ଗତ ୨୪…

ସବୁ ରେକର୍ଡ ଭାଙ୍ଗିଲା କରୋନା: ଦେଶରେ ପ୍ରଥମ ଥର ପାଇଁ ଦିନକରେ ଏକ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରଣର ସବୁ ରେକର୍ଡ ଭାଙ୍ଗିଲା କରୋନା । ଗୋଟିଏ ଦିନରେ ଏକ ଲକ୍ଷରୁ ଅଧିକ ପଜିଟିଭ୍‌ । ପ୍ରଥମ ଥର ପାଇଁ ରେକର୍ଡ ଏକ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ଦେଶରେ ଗତ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ଗୋଟିଏ ଦିନରେ ସବୁଠୁ ଅଧିକ ୯୮ ହଜାର…

ଦେଶରେ ଗୋଟିଏ ଦିନରେ ପୁଣି ୫୦ ହଜାରରୁ ଅଧିକ ପଜିଟିଭ୍, ୨୫୧ ଜଣଙ୍କ ଗଲା ଜୀବନ‌

ନୂଆଦିଲ୍ଲୀ: ଦେଶରେ କରୋନାର ଲମ୍ବା ଲମ୍ଫ । ଗୋଟିଏ ଦିନରେ ପୁଣି ୫୦ ହଜାରରୁ ଅଧିକ ପଜିଟିଭ୍‌ । ପାଖାପାଖି ୫ ମାସ ପରେ ୫୦ ହଜାର ପାର କଲା ଦୈନିକ ସଂକ୍ରମଣ । ଦେଶରେ ୨୪ ଘଣ୍ଟାରେ ୫୩ ହଜାର ୪୭୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ୨୫୧ ଜଣଙ୍କ କରୋନାରେ ଜୀବନ…

ବିଗୁଡୁଛି କରୋନା ସ୍ଥିତି: ଆଜିଠୁ ଗୁଜରାଟର ୪ ଓ ମଧ୍ୟପ୍ରଦେଶର ଦୁଇ ସହରରେ ନାଇଟ୍‌ କର୍ଫ୍ୟୁ

କେନ୍ଯୁଜ୍: ଲେଉଟୁଛି କରୋନା, ବିଗୁଡୁଛି ସ୍ଥିତି । ମହାରାଷ୍ଟ୍ରରେ ଦ୍ୱିତୀୟ ସଂକ୍ରମଣର ଲହର ଆରମ୍ଭ ହୋଇଥିବା କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ନାଗପୁରରେ ଲକଡାଉନ୍‌ ଲାଗିଥିବା ବେଳେ ଗୁଜରାଟକୁ ଫେରିଛି ନାଇଟ୍‌ କର୍ଫ୍ୟୁ । ଆଜିଠୁ ଗୁଜରାଟରେ ୪ଟି ମେଟ୍ରୋ ସହର ଅହମ୍ମଦାବାଦ,…