ଇଂଲଣ୍ଡ ବିପକ୍ଷ ଟି ଟ୍ବେଣ୍ଟି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ସିରିଜର ନେତୃତ୍ବ ନେବେ ସୂର୍ଯ୍ୟ କୁମାର ଯାଦବ
ଇଂଲଣ୍ଡ ବିପକ୍ଷ ଟି ଟ୍ବେଣ୍ଟି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା । ଦଳକୁ ଫେରିଲେ ମହମ୍ମଦ ସାମି। ଇଂଲଣ୍ଡ ବିପକ୍ଷ ୫ଟିକିଆ ଟି ଟ୍ବେଣ୍ଟି ସିରିଜର ନେତୃତ୍ବ ନେବେ ସୂର୍ଯ୍ୟ କୁମାର ଯାଦବ। ଅକ୍ଷର ପଟେଲ ଉପ ଅଧିନାୟିକ ଭାବେ ଦାୟିତ୍ବ ତୁଲାଇବେ। ଯଶପ୍ରିତ ବୁମରାଙ୍କ ଅନୁପସ୍ଥିତିରେ ଅକ୍ଷର…