Browsing Tag

India vs England 3rd Test

ବ୍ୟାକଫୁଟରେ ଭାରତ: ଦ୍ୱିତୀୟ ଦିନରେ ୩୪୫ ରନରେ ଆଗରେ ରହିଛି ଇଂଲଣ୍ଡ

ତୃତୀୟ ଟେଷ୍ଟରେ ଡ୍ରାଇଭର ସିଟରେ ଇଂଲଣ୍ଡ । ନିଜର ସ୍ଥିତି ମଜଭୁତ କରିଛି ଇଂଲଣ୍ଡ। ଭଲ ଫର୍ମ ଦେଇ ଗତି କରୁଥିବା କ୍ୟାପ୍ଟେନ ଜୋ ରୁଟଙ୍କ ଲଗାତର ୩ୟ ଶତକ ସମେତ ଆଗଧାଡ଼ିର ୪ ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ତୃତୀୟ ଟେଷ୍ଟରେ ସ୍ଥିତି ମଜଭୁତ କରିଛି ଇଂଲଣ୍ଡ। ଇଂଲଣ୍ଡ ୨ ଦିନ ଖେଳରେ…