Browsing Tag

india won t-20 series

ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ଠାରୁ ହାରିବାର ପ୍ରତିଶୋଧ ନେଲା ଭାରତ, ମୂଳପୋଛ କଲା ଟି-୨୦ ସିରିଜ୍‌

ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ଟି-୨୦ ମ୍ୟାଚକୁ ୭୩ ରନରେ ବାଜି ମାରିନେଇଛି। ଏହା ସହିତ ଟି-୨୦ ସିରିଜକୁ ମୂଳପୋଛ କରିଦେଇଛି ଟିମ୍‌ ଇଣ୍ଡିଆ। ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଅତି ଖରାପ ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ଡିଆ। ଫଳରେ ଭାରତର ବିଶ୍ୱକପ୍‌ ସ୍ୱପ୍ନ ଅଧାରେ…