Browsing Tag

indian army camp

ପଠାନକୋଟରେ ଥିବା ଭାରତୀୟ ସେନା କ୍ୟାମ୍ପରେ ଗ୍ରେନେଡ ବିସ୍ଫୋରଣ, ସହରର ସମସ୍ତ ଚେକ୍‌ ପୋଷ୍ଟରେ ହାଇ ଆଲର୍ଟ

ପଞ୍ଜାବର ପଠାନ୍‌କୋଟରେ ଥିବା ସେନା କ୍ୟାମ୍ପରେ ବିସ୍ଫୋରଣ। ଏହି ବିସ୍ଫୋରଣ ଗ୍ରେନେଡ ବିସ୍ଫୋରଣ ଦ୍ୱାରା ହୋଇଥିବା ‘ଏସ୍‌ଏସ୍‌ପି’ ସୁରେନ୍ଦ୍ର ଲାମ୍ବା କହିଛନ୍ତି। ବିସ୍ଫୋରଣ ଘଟିବା ପରେ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଥିଲା। ଘଟଣାସ୍ଥଳରେ କିଏ ଏବଂ କାହିଁକି ଗ୍ରେନେଡ ବିସ୍ଫୋରଣ କରିଛି,…