ଡାଇବେଟିସକୁ କମ କରିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଟିପ୍ସ
ଆଜି କାଲିର ଲୋକମାନଙ୍କ କ୍ଷେତ୍ରରେ ଅନେକ ପ୍ରକାରର ରୋଗ ଦେଖାଦେଉଛି । ଏମିତି କିଛି ରୋଗ ରହିଛି ଯାହାକୁ ଯେତେ ପ୍ରକାରର ଔଷଧ ଖାଇଲେ ମଧ୍ୟ ଠିକ୍ ହୋଇନଥାଏ । କିନ୍ତୁ ଆଜି କାଲି ଡାଇବେଟିସର ରୋଗ ବୃଦ୍ଧି ପାଇବାରେ ଲାଗିଛି । ଡାଇବେଟିସ୍ ରୋଗରେ ପ୍ରଭାବିତ ଲୋକମାନେ ବହୁତ ହଇରାଣ…