ଭାରତୀୟ କମ୍ପାନୀ ଜିଡସ୍ କାଡିଲାର ପ୍ରଥମ ପର୍ଯ୍ୟାୟ କରୋନା ଭ୍ୟାକସିନ୍ର ସଫଳତା, ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ…
ନୂଆଦିଲ୍ଲୀ: ଭାରତୀୟ କମ୍ପାନୀ ଜିଡସ୍ କାଡିଲାର ପ୍ରଥମ ପର୍ଯ୍ୟାୟ କରୋନା ଭ୍ୟାକସିନ୍ର ସଫଳତା । ଏହି ଭ୍ୟାକସିନ୍ ର ନାଁ ରଖଯାଇଛି ଜିକୋଭ୍-ଡି । ସୁରକ୍ଷିତ ପରୀକ୍ଷଣ ପରେ ଆଜିଠୁ ଜିକୋଭ୍-ଡ଼ିର ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ୍ ଟେଷ୍ଟ ଆରମ୍ଭ ହେଉଛି । ପ୍ରଥମ ପର୍ଯ୍ୟାୟକୁ ୨୦ ଦିନରେ…