Browsing Tag

indian dance group

‘ବ୍ରିଟେନ ଗଟ୍‌ ଟ୍ୟାଲେଣ୍ଟ ୨୦୨୦’: ଧମାଲ କରୁଛି ଭାରତୀୟ ଡ୍ୟାନ୍ସ ଗ୍ରୁପ ‘X1X କ୍ରୁ’, ଦେଖନ୍ତୁ ଭିଡିଓ

ବ୍ରିଟେନ ଗଟ୍‌ ଟ୍ୟାଲେଣ୍ଟରେ ଧମାଲ କରୁଛନ୍ତି ଭାରତୀୟ। ଭାରତର ‘X1X କ୍ରୁ’ ନିଜର ଦମଦାର ନୃତ୍ୟ କୌଶଳ ଏବଂ କଳା ଦେଖାଇ ସମସ୍ତଙ୍କ ମନ କିଣିନେଇଛନ୍ତି। ମୁମ୍ବାଇର ଏହି ଡ୍ୟାନ୍ସ ଗ୍ରୁପ ବ୍ରିଟେନ ଗଟ୍‌ ଟ୍ୟାଲେଣ୍ଟ ୨୦୨୦ର ସେମିଫାଇନାଲରେ ପହଞ୍ଚିସାରିଛି। ଏହି ଦଳ ଫାଇନାଲରେ ପରଫର୍ମ କରିବା…