Below header
Browsing Tag

indian kill themselves

ପ୍ରତି ମିନିଟ୍‌ରେ ଆତ୍ମହତ୍ୟା କରୁଛନ୍ତି ୪ ଭାରତୀୟ, ଜାଣନ୍ତୁ କେତେ କମିଛି ହାର

ପ୍ରତି ଏକ ମିନିଟ୍‌ରେ ୪ ଜଣ ଭାରତୀୟ ଆତ୍ମହତ୍ୟା କରୁଛନ୍ତି। ୨୦୧୬ ମସିହାର ନ୍ୟାସନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ(NCRB) ଏଭଳି ଏକ ଉଦ୍‌ବେଗଜନକ ତଥ୍ୟ ପ୍ରକାଶ କରିଛି। ଏହି ରିପୋର୍ଟ ଅନୁସାରେ ହାରିହାରି ୧୫ ଜଣ ଭାରତୀୟ ପ୍ରତି ଘଣ୍ଟାଏରେ ଜୀବନ ହାରୁଛନ୍ତି। ମୋଟ୍‌ ଉପରେ ଦେଖିବାକୁ ଗଲେ…