Below header
Browsing Tag

indian naval staff today

ଭାରତୀୟ ନୌସେନାର ନୂତନ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଡମିରାଲ ଆର ହରିକୁମାର

ନୂଆଦିଲ୍ଲୀ : ନୌସେନା କମାଣ ସମ୍ଭାଳିଲେ ଆଡମିରାଲ ଆର ହରି କୁମାର। ଆଡମିରାଲ କର୍ମବୀର ସିଂଙ୍କ ସ୍ଥାନ ନେଲେ ହରି କୁମାର। ନୌସେନାର ଦାୟିତ୍ୱ ସମ୍ଭାଳିବା ପରେ ସେ ନିଜ ମା’ଙ୍କ ପାଦ ଛୁଇଁ ଆର୍ଶିବାଦ ନେଇଛନ୍ତି। ସମୁଦ୍ର ସୀମା ସୁରକ୍ଷା ପାଇଁ ଯଥା ସମ୍ଭବ ଚେଷ୍ଟା କରିବି ବୋଲି କହିଛନ୍ତି ।…