ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ୩ ସପ୍ତାହରୁ ଥିଲେ ନିଖୋଜ
ଆମେରିକାରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଦିନକୁ ଦିନ ବଢିବାରେ ଲାଗିଛି । ଗତ ମାସରୁ ନିଖୋଜ ଥିବା ୨୫ ବର୍ଷୀୟ ଭାରତୀୟ ଛାତ୍ରଙ୍କର ମୃତଦେହ ଆମେରିକାର କ୍ଲିଭଲ୍ୟାଣ୍ଡରୁ ଉଦ୍ଧାର ହୋଇଛି । ହାଇଦ୍ରାବାଦର ମହମ୍ମଦ ଅବଦୁଲ ଆର୍ଫାଥ ୨୦୨୩ରେ କ୍ଲିଭଲ୍ୟାଣ୍ଡର ଷ୍ଟେଟ ୟୁନିଭରସିଟିକୁ ମାଷ୍ଟର…