ଅପେକ୍ଷାକୃତ ଛୋଟ ମସ୍ତିଷ୍କ ହେତୁ ଅଧିକାଂଶ ଭାରତୀୟ ହୁଅନ୍ତି ବ୍ରେନ୍ ଡିଜିଜର ଶିକାର
ଭାରତୀୟଙ୍କ ମସ୍ତିଷ୍କକୁ ନେଇ ପ୍ରଥମ ଥର ପାଇଁ ଗବେଷଣା କରାଯାଇଛି। ଏହି ଗବେଷଣାରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ହାଇଦ୍ରାବାଦର ଇଣ୍ଟରନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇନ୍ଫର୍ମେସନ୍ ଟେକ୍ନୋଲୋଜି(IIIT-H)ର ଗବେଷକଙ୍କ ଦ୍ୱାରା ଭାରତୀୟଙ୍କ ବ୍ରେନ୍କୁ ନେଇ କରାଯାଇଥିବା…