Browsing Tag

indias best dancer winner

‘ଇଣ୍ଡିଆଜ୍ ବେଷ୍ଟ ଡ୍ଯାନ୍ସର’ ଟ୍ରଫି ଜିତିଲେ ଟାଇଗର ପପ୍, ମିଳିଲା ଏସୟୁଭି ଏବଂ ୧୫ ଲକ୍ଷ ଟଙ୍କା

ଲୋକପ୍ରିୟ ଡ୍ଯାନ୍ସ ରିଆଲିଟି ଶୋ ‘ଇଣ୍ଡିଆଜ ବେଷ୍ଟ ଡ୍ଯାନ୍ସର’ ର ବିଜେତା ହୋଇଛନ୍ତି ଟାଇଗର ପପ୍। ଗତକାଲି ହୋଇଥିବା ଫାଇନାଲ ରାଉଣ୍ଡରେ ଅନ୍ଯ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଟ୍ରଫି ନିଜ ନାମରେ କରିଛନ୍ତି ଟାଇଗର। ଏହାସହିତ ପୁରସ୍କାର ରାଶି ବାବଦରେ ୧୫ ଲକ୍ଷ ଟଙ୍କା ଏବଂ ଏକ SUV…