Below header
Browsing Tag

indo-china war

କାହିଁକି ଭାରତ-ଚୀନ ହାତାହାତି ସମୟରେ ହେଲା ନାହିଁ ଗୁଳି ଚାଳନା ? ଜାଣନ୍ତୁ କଣ ରହିଛି ଏହା ପଛର ରହସ୍ୟ

ଭାରତ ଓ ଚୀନ ମଧ୍ୟର ସୀମାବର୍ତ୍ତୀ ଲଦାଖ ଅଞ୍ଚଳରେ ଲାଗି ରହିଥିବା ବିବାଦ ସୋମବାର ରାତିରେ ହିଂସାତ୍ମକ ମୋଡ ନେଇଛି । ଏହି ଘଟଣାରେ ଭାରତୀୟ ସେନାର ଜଣେ ଅଫିସରଙ୍କ ସମେତ ୨୦ ଜଣ ଯବାନ ସହୀଦ ହୋଇଛନ୍ତି । ପ୍ରତିପକ୍ଷ ଚୀନର ୪୩ ଜଣ ଯବାନ ପ୍ରାଣ ହରାଇଛନ୍ତି । ଆଉ ସବୁଠୁ ଆଶ୍ଚର୍ଯ୍ୟଜନକ ହେଉଛି…

ଚୀନର ଦୋମୁହାଁ ନୀତି ! କଥା ଦେଇ କଥା ରଖୁନି ଡ୍ରାଗନ ସେନା

ଲଦାଖ ସ୍ଥିତ "ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ" ବା ଏଲଏସି ଠାରେ ହିଂସାତ୍ମକ ଘଟଣା ପରେ ପୁଣି ଥରେ ଚୀନର ପ୍ରକୃତ ଚେହେରା ପଦାକୁ ଆସିଛି । ଦୀର୍ଘ ଦେଢ଼ ମାସ ଧରି ଉଭୟ ପକ୍ଷ ମଧ୍ୟରେ ଲାଗି ରହିଥିବା ବିବାଦରେ ଶାନ୍ତି ଫେରେଇ ଆଣିବା ନେଇ ଗତ ଜୁନ ୬ ତାରିଖରେ ଅନୁଷ୍ଠିତ ହୋଇଥିବା ସିନିୟର କମାଣ୍ଡର…