ଗଜପତି ମହେନ୍ଦ୍ରଗିରିରେ ନାଚ ଗୀତ ଓ ଆମିଷ ଭୋଜନ କରିବା ଘଟଣା: ଜନ ଅସନ୍ତୋଷ ପରେ କ୍ଷମା ମାଗିଲେ ତିବ୍ବତୀୟ ଶରଣାର୍ଥୀ
ଗଜପତି(କେନ୍ୟୁଜ୍): କ୍ଷମା ମାଗିଲେ ତିବ୍ବତୀୟ ଶରଣାର୍ଥୀ। ତିବ୍ବତୀୟ କିଛି ଯୁବକଯୁବତୀ ମହେନ୍ଦ୍ରଗିରି ଭ୍ରମଣ କରିବାକୁ ଯାଇ ଆମିଷ ଭୋଜନ କରିବା ସହ ବିଭିନ୍ନ ବଲିଉଡ, ଓଲିଉଡ ଭାଷାର ଗୀତରେ ଝୁମିଥିବା ସହ ନାଚ କରିଥିଲେ । ଏପରିକି ଭୀମ ମନ୍ଦିର ଉପରେ ନିଜ ତିବ୍ବତୀୟ ଧର୍ମର ପତକା ଉଡାଇ ସେହି…