Browsing Tag

internet service shutdown

ହରିୟାଣା ହିଂସା :ପ୍ରମାଣ ନଷ୍ଟ ପାଇଁ ସାଇବର କ୍ରାଇମ ଷ୍ଟେସନ ଉପରେ ଆକ୍ରମଣ, ୮ ଅଗଷ୍ଟ ଯାଏଁ ଇଣ୍ଟରନେଟ ବନ୍ଦ

ହରିୟାଣା ନୁହ ହିଂସାରେ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଛି । ମାମଲାର ଗମ୍ଭୀରତା ଦେଖି ହରିୟାଣା ସରକାର ନୁହରେ ୮ ଅଗଷ୍ଟ ପର୍ଯ୍ୟନ୍ତ ଇଣ୍ଟରନେଟ ବନ୍ଦ ରଖିଛନ୍ତି । ପ୍ରମାଣ ନଷ୍ଟ କରିବା ପାଇଁ ସାଇବର କ୍ରାଇମ ଷ୍ଟେସନ ଉପରେ ଆକ୍ରମଣ କରାଯାଇଥିଲା । ସରକାରଙ୍କ ଆଦେଶ ଅନୁଯାୟୀ, ନୁହରେ…

ସମ୍ବଲପୁର: ଆଉ ୨୪ ଘଣ୍ଟା ବନ୍ଦ ରହିବ ଇଣ୍ଟରନେଟ, ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁରକୁ ଫେରୁଛି ଶାନ୍ତି । ସ୍ୱାଭାବିକ ସ୍ଥିତି ଫେରୁଥିବାରୁ ଅଧିକ କୋହଳ ହେଲା କର୍ଫ୍ୟୁ । ଆଜିଠାରୁ ଦିନରେ ଆଉ କଟକଣା ନାହିଁ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି । କିନ୍ତୁ ନାଇଟ୍‌ କର୍ଫ୍ୟୁ ଜାରି ରହିବ । ଦିନରେ କର୍ଫ୍ୟୁ କୋହଳ…

ସମ୍ବଲପୁରରେ ୪୮ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ, ଫେସବୁକ, ହ୍ବାଟ୍ସଆପ, ଟ୍ବିଟର ଉପରେ କଟକଣା

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ହନୁମାନ ଜୟନ୍ତୀ ବାଇକ ରାଲିରେ ପଥରମାଡ଼ ଘଟଣାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସରକାରଙ୍କ ପଦକ୍ଷେପ । ୪୮ ଘଣ୍ଟା ପାଇଁ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରହିଛି । ଆଜି ଦିନ ୧୦ଟାରୁ ୪୮ ଘଣ୍ଟା ପାଇଁ ବନ୍ଦ ରହିବ ଇଣ୍ଟରନେଟ୍ ସେବା ।…