Browsing Tag

ipl today match

ଆଇପିଏଲ ୨୦୨୦: ଆଜି ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ

ଆଜି ଆଇପିଏଲର ୪୭ ତମ ମୁକାବିଲାରେ ସାମ୍ନାସାମ୍ନି ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ। ଦିଲ୍ଲୀ ଏହି ମୁକାବିଲା ଜିତି ପ୍ଲେ ଅଫରେ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ। କାରଣ ଦଳ ଗତ ୨ଟି ମ୍ୟାଚରେ ପରାଜୟର ସ୍ୱାଦ ଚାଖିଛି । ଦିଲ୍ଲୀକୁ ପ୍ଲେ ଅଫରେ ପହଁଚିବା ପାଇଁ ୧୬…

ଆଇପିଏଲ୍ ୨୦୨୦ : ଚେନ୍ନାଇ ସୁପର କିଙ୍ଗସକୁ ୧୬ ରନରେ ହରାଇ ବିଜୟୀ ହେଲା ରାଜସ୍ଥାନ ରୟାଲ୍‌ସ

ଶାରଜା : ଆଇପିଏଲ୍ ୨୦୨୦ରେ ଆଜି ରାଜସ୍ଥାନ ରୟାଲ୍‌ସ ଚେନ୍ନାଇ ସୁପର କିଙ୍ଗସକୁ ୧୬ ରନରେ ହରାଇ ବିଜୟୀ ହୋଇଛି । ୨୧୭ ରନର ଟାର୍ଗେଟ ନେଇ ଖେଳିଥିବା ଚେନ୍ନାଇ ୨୦ ଓଭରରେ ୬ ଓ୍ଵିକେଟ୍‌ ହରାଇ ଠିକ ୨୦୦ ରନ କରି ପାରିଛି। ଆରମ୍ଭରୁ ଜଗି ରଖି ଖେଳିଥିଲା ଚେନ୍ନାଇ ଦୁଇ ଓପନର ମୁରଲୀ ବିଜୟ ଓ ସେନ…