Below header
Browsing Tag

iran explosions

ଭୟାବହ ବିସ୍ଫୋରଣରେ ଥରିଲା ଇରାନ: ୭୦ ମୃତ, ୪୦ରୁ ଅଧିକ ଆହତ

ନୂଆଦିଲ୍ଲୀ : ଭୟାବହ ବିସ୍ଫୋରଣରେ ଥରିଛି ଇରାନ। ଦୁଇ ଦୁଇଟି ବିସ୍ଫୋରଣରେ ପ୍ରାୟ ୭୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ଇରାକୀ ଡ୍ରୋନ ଆକ୍ରମଣରେ ଜେନେରାଲ କାସିମ ସୁଲେମାନିଙ୍କ ହତ୍ୟାର ଏକ ବର୍ଷ ପୂର୍ତ୍ତି ପାଳନ ବେଳେ ତାଙ୍କ ସମାଧି ନିକଟରେ ଏହି ବିସ୍ଫୋରଣ…