Browsing Tag

IRAN WARNS PAKISTAN

ପାକିସ୍ତାନକୁ ଇରାନ୍‌ର ଚେତାବନୀ : ଆମ ଧୈର୍ଯ୍ୟର ପରୀକ୍ଷା କର ନାହିଁ, ନଚେତ ଆମେ ବି ଏୟାର ଷ୍ଟ୍ରାଇକ୍‌ କରିବୁ

ନୂଆଦିଲ୍ଲୀ : ଭାରତ ପରେ ପାକିସ୍ତାନକୁ ଇରାନ୍‌ର ଚେତାବନୀ । ଆତାଙ୍କବାଦୀଙ୍କୁ ସଫା କର ନହେଲେ ଆମେ ଏୟାର ଷ୍ଟ୍ରାଇକ୍‌ କରିବୁ । ଏଭଳି ଧମକ ଦେଇଛି ଇରାନ୍‌ । ଆତଙ୍କବାଦୀଙ୍କ ମୁକାବିଲା କରିବାରେ ପାକିସ୍ତାନ ସକ୍ଷମ ହେଉନାହିଁ । ହେଲେ ସେମାନଙ୍କୁ ମାଟିରେ ମିଶାଇବାକୁ ଇରାନ୍‌ ସେନା ସକ୍ଷମ…