Browsing Tag

iron tranded

ଶୁଣିଲାନି କାହା କଥା, ଦୁଷ୍ଟ ହେବାରୁ ୮ ବର୍ଷର କଅଁଳ ଶିଶୁକୁ ଚେଙ୍କଦେଇ ଚାଲିଲା ମା’

ଯାଜପୁର(କେନ୍ୟୁଜ୍): ଇଏ କିଭଳିକା ମାଆ, ପୁଅ ଦୁଷ୍ଟ ହେବାରୁ ଚେଙ୍କ ଦେଲା । ଥରେ କି ଦୁଇ ଥର ନୁହେଁ, ୮ ବର୍ଷର ପିଲାକୁ ବାରମ୍ବାର  ଚେଙ୍କ ଦେଇଛି ମାଆ। ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଉଦ୍ଧାର ପାଇବାକୁ ଉପାୟ ନଥିଲା। ଶିଶୁପୁତ୍ରର ଜେଜେ ମା'ର ବିରୋଧ ସତ୍ତ୍ବେ ନିର୍ଯାତନା କମ୍ ହୋଇନଥିଲା ।…