Below header
Browsing Tag

israel palestine war

ଉଗ୍ର ହେଉଛି ଯୁଦ୍ଧ, ଗାଜା କ୍ୟାମ୍ପ ଉପରେ ବୋମାବର୍ଷଣ କଲା ଇସ୍ରାଏଲ, ୩୦ ମୃତ

ନୂଆଦିଲ୍ଲୀ (କେନ୍ୟୁଜ): ଥମିବାର ନାଁ ନଉନି ଯୁଦ୍ଧ ଇସ୍ରାଏଲ ଓ ହମାସ ଯୁଦ୍ଧ। ଗାଜା ଉପରେ ଆଖିବୁଜା ଆକ୍ରମଣ କରିଛି ଇସ୍ରାଏଲ। କେତେବେଳ ଗାଜା ଷ୍ଟ୍ରିପରେ ଇସ୍ରାଏଲ ସ୍ଥଳଭାଗରେ ରହି ଆକ୍ରମଣ କରୁଛି ତ ପୁଣି କେତେ ବେଳେ ଆକାଶ ପଥରେ ମିସାଇଲ ମାଡ଼ କରିବାକୁ ମଧ୍ୟ ପଛାଉ ନାହିଁ। ଶନିବାର ରାତିରେ…

ନା ପାଣି ଅଛି ନା ସାନିଟାରୀ ପ୍ୟାଡ୍‌…ଜାତିସଂଘ ଶିବିରରେ ଋତୁସ୍ରାବ ରୋକିବା ପାଇଁ ପାଲେଷ୍ଟାଇନ୍‌ ମହିଳା ଖାଉଛନ୍ତି…

ଇସ୍ରାଏଲ୍-ହମାସ୍ ଯୁଦ୍ଧକୁ ପୂରିଛି ୨୫ ଦିନ। ଇସ୍ରାଏଲ ଆକ୍ରମଣରେ ଗାଜା ଷ୍ଟ୍ରିପ୍ ସମ୍ପୂର୍ଣ୍ଣ ରୂପେ ଧରାଶାୟୀ ହୋଇଯାଇଛି। ବହୁ ସଂଖ୍ୟାରେ ମହିଳା, ଶିଶୁ ଏବଂ ବୃଦ୍ଧ ଲୋକଙ୍କୁ ଜାତିସଂଘ ଶିବିରକୁ ପଠାଯାଉଛି। କିନ୍ତୁ ଶିବିରଗୁଡ଼ିକରେ ଔଷଧର ଅଭାବ ରହିଛି, ଯେଉଁଥିପାଇଁ ଲୋକମାନେ ନାନା…

‘ଯୁଦ୍ଧ ପରଠାରୁ ଆମେ ଭୟଭୀତ ଥିଲୁ, ଭାରତୀୟ ଦୂତାବାସ ଆମ ମନୋବଳ ବଢ଼ାଇଥିଲା…’; ଘଟଣା ବଖାଣିଲେ ଇସ୍ରାଏଲ୍‌ ଫେରନ୍ତା…

ହମାସ୍‌ ସହ ଇସ୍ରାଏଲ୍‌ର ଲାଗିଛି ଘମାଘୋଟ୍‌ ଯୁଦ୍ଧ। ଏହି ଯୁଦ୍ଧ ମଧ୍ୟରେ ଇସ୍ରାଏଲର ବିଭିନ୍ନ ସହରରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କୁ ସ୍ଥାନାନ୍ତର କରିବା କାର୍ଯ୍ୟ ଭାରତ ସରକାର ଆରମ୍ଭ କରିଛନ୍ତି। 'ଅପରେସନ୍ ଅଜୟ' ଅଧୀନରେ ଇସ୍ରାଏଲର ବେନ୍‌ ଗୁରିୟନ ବିମାନବନ୍ଦରରୁ ୨୧୨ ଭାରତୀୟଙ୍କୁ…

ଅପରେସନ୍ ଅଜୟ: ଆଜି ରାତିରେ ଇସ୍ରାଏଲରୁ ଉଡାଣ ଭରିବେ ଭାରତୀୟ

ଇସ୍ରାଏଲରେ ଫସିଥିବା ଭାରତୀୟକୁ ଫେରାଇ ଆଣିବା ପାଇଁ ଅପରେସନ ଅଜୟ ଆରମ୍ଭ ହୋଇଛି । ଏହି ଅପରେସନ ଜରିଆରେ ପ୍ରଥମ ବ୍ୟାଚ୍ ଆଜି ଭାରତ ପହଞ୍ଚିବେ । ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି, ଅପରେସନ ଅଜୟରେ ସ୍ପେଶାଲ ଚାର୍ଟର ଫ୍ଲାଇଟର ବ୍ୟବସ୍ଥା କରାଯାଉଛି । ଏସ୍. ଜୟଶଙ୍କର କହିଛନ୍ତି, ଆମେ…

ଇସ୍ରାଏଲ୍‌ରେ ହମାସ୍‌ ଆକ୍ରମଣକୁ ନେଇ ବଡ଼ ଖୁଲାସା! ୨ ବର୍ଷ ପୂର୍ବେ ରଚାଯାଇଥିଲା ଷଡ଼ଯନ୍ତ୍ର, ସଂଗ୍ରହ କରାଯାଉଥିଲା…

ଇସ୍ରାଏଲରେ ହମାସର ଆତଙ୍କବାଦୀ ଆକ୍ରମଣକୁ ନେଇ ବଡ଼ ଖୁଲାସା ହୋଇଛି। ସୂଚନା ମୁତାବକ, ପ୍ରାୟ ୨ ବର୍ଷ ପୂର୍ବେ ଏହି ଆକ୍ରମଣ ଯୋଜନା କରାଯାଇଥିଲା। ଏହି ଷଡ଼ଯନ୍ତ୍ରକୁ କାର୍ଯ୍ୟକାରୀ କରିବା ପାଇଁ ପାଣ୍ଠି ସଂଗ୍ରହ କରାଯାଉଥିଲା। ପାଣ୍ଠିର ଏକ ବଡ଼ ଅଂଶ ସଂଗ୍ରହ କରିବାର ଦାୟିତ୍ୱ ହମାସ୍‌…

ଯୁଦ୍ଧକ୍ଷେତ୍ରକୁ ଯିବା ପୂର୍ବରୁ ଇସ୍ରାଏଲ୍‌ର ଏହି ସୈନିକ ଦମ୍ପତି ରାତି ଭିତରେ ହିଁ କରିନେଲେ ବିବାହ

ଇସ୍ରାଏଲ ଏବଂ ହମାସ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଜାରି ରହିଛି। ଏହି ଯୁଦ୍ଧରେ ଏ ପର୍ଯ୍ୟନ୍ତ ଅନେକ ଲୋକ ପ୍ରାଣ ହରାଇ ସାରିଲେଣି। ହମାସ ଯେତେବେଳେ ଯୁଦ୍ଧ ଆରମ୍ଭ କରିଥିଲା, ସେତେବେଳେ ଇସ୍ରାଏଲ୍ ନିଜର ସୈନ୍ୟବାହିନୀଙ୍କୁ ପ୍ରସ୍ତୁତ ରହିବାକୁ କହିଥିଲା। ଛୁଟିରେ ଯାଇଥିବା ସୈନିକମାନଙ୍କୁ ମଧ୍ୟ…