Browsing Tag

ISRO Mission

ଅର୍ବିଟରେ ଫସିଲା ଇସ୍ରୋର NVS-02 ଉପଗ୍ରହ, ପ୍ରୋପଲସନ୍ ସିଷ୍ଟମ୍ ଫେଲ୍

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO)ର ଉପଗ୍ରହ NVS-02 ମହାକାଶରେ ଅଟକି ରହିଛି । ଜାନୁୟାରୀ ୨୯ରେ ଇସ୍ରୋ ନିଜର ୧୦୦ତମ ମିଶନରେ ଏହାକୁ ଉତକ୍ଷେପଣ କରିଥିଲା । ଏବେ ଏହି ଉପଗ୍ରହ ନିର୍ଦ୍ଧାରିତ କକ୍ଷ ପର୍ଯ୍ୟନ୍ତ ପହଞ୍ଚି ପାରି ନାହିଁ । ଏହାର ପ୍ରୋପଲସନ୍ ସିଷ୍ଟମ୍ ଖରାପ ହୋଇଯାଇଛି । ଏହା…

‘PROBA-3’ ମିଶନ ଲଞ୍ଚ୍ କଲା ଇସ୍ରୋ, ସୂର୍ଯ୍ୟଙ୍କ ଉତ୍ତାପ ଉପରେ କରିବ ଅଧ୍ୟୟନ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଗୁରୁବାର ୟୁରୋପୀୟ ମହାକାଶ ଏଜେନ୍ସି (ESA)ର ‘ପ୍ରୋବା-୩’ ମିଶନକୁ ସଫଳତାପୂର୍ବକ ଲଞ୍ଚ୍ କରିଛି । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରୁ PSLV-C59/PROBA-3କୁ ଆଜି ମହାକାଶକୁ ପଠାଯାଇଛି । ଏହି ମିଶନକୁ ବୈଷୟିକ ତ୍ରୁଟି କାରଣରୁ ଗତକାଲି ସ୍ଥଗିତ…

‘PROBA-3’ ମିଶନ୍: ସାଟେଲାଇଟରେ ସମସ୍ୟା…ISRO ଟାଳିଲା ଲଞ୍ଚିଂ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଦ୍ୱାରା ଆଜି ଲଞ୍ଚ୍ ହେବାକୁ ଥିବା PSLV-C59 ରକେଟ୍ / PROBA-3 ମିଶନକୁ ବୈଷୟିକ ତ୍ରୁଟି କାରଣରୁ ସ୍ଥଗିତ ରଖାଯାଇଛି । ଏହି ମିଶନକୁ ଆସନ୍ତାକାଲି ପାଇଁ ପୁନଃନିର୍ଦ୍ଧାରିତ କରାଯାଇଛି । କାଲି ସନ୍ଧ୍ୟା ୪ଟା ୧୨ରେ ISRO ଶ୍ରୀହରିକୋଟା ମହାକାଶ…

ଇସ୍ରୋର ନୂଆ ମିସନ: ଆଜି ଲଞ୍ଚ ହେବ ଦେଶର ପ୍ରଥମ ଏକ୍ସରେ ପୋଲାରିମିଟର ଉପଗ୍ରହ XPoSat

ନୂଆଦିଲ୍ଲୀ : ଚନ୍ଦ୍ରାୟନ, ଗଗନାୟନ ପରେ ଇସ୍ରୋର ନୂଆ ମିସନ। ଆଜି ଲଞ୍ଚ ହେବ ଦେଶର ପ୍ରଥମ ଏକ୍ସରେ ପୋଲାରିମିଟର ଉପଗ୍ରହ XPoSat । ସକାଳ ୯ଟା ୧୦ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାବନ ମହକାଶ ପ୍ରତିଷ୍ଠାନର ଫାଷ୍ଟ ଲଞ୍ଚ ପ୍ୟାଡରୁ ହେବ ଲଞ୍ଚ। ଉତକ୍ଷେପଣ ପୂର୍ବରୁ…