ରାଜ୍ୟ ସଂଗ୍ରହାଳୟରେ ଚିତ୍ର କଳା ପ୍ରଦର୍ଶନୀ, କଥା କହୁଛି ଶିଳ୍ପୀଙ୍କ ଯାଦୁଗରୀ
ଭୁବନେଶ୍ୱର: ଆଉ କିଛି ଘଣ୍ଚାର ଅପେକ୍ଷା । ରାତ୍ରି ପାହିଲେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା । ଏନେଇ ଉଠୁଛି ପଡୁଛି ବଡଦାଣ୍ଡ । ଏହି ଦିନକୁ ଦେଖିବା ପାଇଁ ଚାତକ ପରି ଚାହିଁ ବସିଥାନ୍ତି ଭକ୍ତ । ଗାଁ ଠୁ ପଲ୍ଲା, ପଲ୍ଲୀଠୁ ସହର, ସହରରୁ ଦେଶ, ଦେଶ ଠୁ ବିଶ୍ୱ ସବୁଠାରେ ପାଳିତ…