Below header
Browsing Tag

jagannath pradhan

ଖୋଲିବ ଭୁବନେଶ୍ୱର ଭୀମଟାଙ୍ଗୀ ପ୍ରିୟଙ୍କା ହତ୍ୟାର ଗୁମର, ମାମଲାରେ ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନକୁ ଜେରା

ଭୁବନେଶ୍ୱର(କେନ୍ଯୁଜ): ଖୋଲିବ ଭୁବନେଶ୍ୱର ଭୀମଟାଙ୍ଗୀ ପ୍ରିୟଙ୍କା ହତ୍ୟାର ଗୁମର। ମାମଲାରେ ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନକୁ ଜେରା। ଏମ୍‌ସରୁ ଡିସଚାର୍ଜ ପରେ ଏୟାରଫିଲ୍‌ଡ ଥାନାରେ ଜେରା କରୁଛି ପୋଲିସ। ଜେରା ଶେଷ ପରେ ତାକୁ କୋର୍ଟ ଚାଲାଣ କରାଯିବ। ହତ୍ୟାକାଣ୍ଡ ସଂପର୍କରେ ଜଗନ୍ନାଥକୁ…

ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ଦୁଇ ବିଧାୟକ ପ୍ରାର୍ଥୀଙ୍କୁ ମିଳିବ ଏସ୍କଟ୍‌ ସୁରକ୍ଷା, ଜାଣନ୍ତୁ କିଏ ସେହି ଦୁଇ…

ଭୁବନେଶ୍ୱର : ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ଦୁଇ ବିଧାୟକ ପ୍ରାର୍ଥୀଙ୍କୁ ଦିଆଯିବ ଏସ୍କଟ୍‌ । ଦୁଇ ବିଧାୟକ ପ୍ରାର୍ଥୀ ହେଲେ ବିଜେଡିର ଅନନ୍ତ ନାରାୟଣ ଜେନା ଓ ବିଜେପିର ଜଗନ୍ନାଥ ପ୍ରଧାନ । ଗତକାଲି ଉଭୟଙ୍କ ଉପରକୁ ବୋମାମାଡ ହୋଇଥିଲା । ଝାରପଡାରେ ଅନନ୍ତ ନାରାୟଣ ଜେନାଙ୍କୁ ବୋମାମାଡ…