Below header
Browsing Tag

jail impresionment

ଏରସମା ବିଡିଓଙ୍କୁ ୩ବର୍ଷ ସଶ୍ରମ ଜେଲ ଦଣ୍ଡ, ଜାଣନ୍ତୁ କାହିଁକି ଭୋଗିବେ

ଅନୁଗୁଳ(କେନ୍ୟୁଜ୍): ବିଡିଓଙ୍କୁ ୩ବର୍ଷ ଜେଲ୍‌ । ରାଉରକେଲାର ପୂର୍ବତନ ତହସିଲଦାର ତଥା ଜଗତସିଂହପୁର ଜିଲ୍ଲା ଏରସମାର ବର୍ତ୍ତମାନର ବିଡିଓ କୈଳାସ ଚନ୍ଦ୍ର ବେହେରାଙ୍କୁ ୩ବର୍ଷ ସଶ୍ରମ ଜେଲ ଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା । ଜରିମାନା ଅନାଦେୟ ତାଙ୍କୁ ଆଉ ୨ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ…

ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ପୂର୍ବତନ ପ୍ରଧାନ ଶିକ୍ଷକଙ୍କୁ ୯୦ ବର୍ଷ ଜେଲ୍‌ ଦଣ୍ଡାଦେଶ, କିନ୍ତୁ ୧୦ ବର୍ଷ ଭୋଗିବେ

ସିନ୍ଦରଗଡ଼(କେନ୍ୟୁଜ୍): ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ପୂର୍ବତନ ପ୍ରଧାନ ଶିକ୍ଷକଙ୍କୁ ୯୦ ବର୍ଷ ଜେଲ୍‌ ଦଣ୍ଡାଦେଶ। ତେବେ ସର୍ବାଧିକ ୧୦ ବର୍ଷ ଜେଲଦଣ୍ଡ ଭୋଗିବେ। ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ ରାଏଡିହି ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଦେବାନନ୍ଦ ପଟେଲଙ୍କୁ…