Below header
Browsing Tag

jail inmates new rules

ଏଣିକି ଜେଲରେ କଏଦୀଙ୍କୁ ଜଗିବ ଡ୍ରୋନ୍‌ କ୍ୟାମେରା

ଭୁବନେଶ୍ୱର(କେ ନ୍ୟୁଜ): ବଦଳିବ ଜେଲ ସୁରକ୍ଷା ଢାଞ୍ଚା । ଏଣିକି କଏଦୀଙ୍କୁ ଜଗିବ ଡ୍ରୋନ୍‌ କ୍ୟାମେରା । କଟକର ଚୌଦ୍ୱାର ସର୍କଲ ଓ ଭୁବନେଶ୍ୱର ଝାରପଡ଼ା ଜେଲରେ ଉଡିବ ଡ୍ରୋନ କ୍ୟାମେରା । କଏଦୀଙ୍କ ଗତିବିଧି ଉପରେ ନଜର ରଖିବ । କଏଦୀ କଣ କରୁଛନ୍ତି, ତାଙ୍କୁ କିଏ ଦେଖା କରିବାକୁ ଆସୁଛି ସବୁ…