Below header
Browsing Tag

jail wall collapse

ଯାଜପୁର : ଲଗାଣ ବର୍ଷାରେ ଭାଙ୍ଗିଲା ଜେଲ୍ ପାଚେରୀ, ବର୍ତ୍ତିଲେ କଏଦୀ

ଯାଜପୁର (କେନ୍ୟୁଜ୍) : ଲଗାଣ ବର୍ଷାରେ ଭାଙ୍ଗିଲା ଜେଲ୍ ପାଚେରୀ। ଗତକାଲି ରାତିରେ ଯାଜପୁର ଉପକାରାଗାର ବାହାର ପାଚେରୀଟି ଭାଙ୍ଗିପଡିଥିଲା। କଏଦୀମାନେ ଏକ ବଡ ଦୁର୍ଘଟଣାରୁ ଅଲ୍ପକେ ବର୍ତ୍ତି ଯାଇଛନ୍ତି। କେହି ମଧ୍ୟ ଆହତ ହୋଇ ନାହାନ୍ତି। ଏହି ଉପକାରଗାରଟି ୧୯୧୨ ମସିହାରେ ସ୍ଥାପିତ ହୋଇଥିଲା।…