Below header
Browsing Tag

jain muni death

ଜୈନ ମୁନୀ ତରୁଣ ସାଗରଙ୍କ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ : ଜୈନ ମୁନୀ ତରୁଣ ସାଗରଙ୍କ ଦେହାନ୍ତ ହୋଇଛି । ୫୧ ବର୍ଷ ବୟସରେ ତାଙ୍କର ଆଜି ସକାଳେ ପରଲୋକ ହୋଇଛି । ପ୍ରାୟ ତିନି ସପ୍ତାହ ତଳେ ସେ ଜଣ୍ଡିସରେ ପୀଡ଼ିତ ଥିଲେ । ଆଜି ଅପରାହ୍ନରେ ଦିଲ୍ଲୀ-ମେରଠ ହାଇୱେ ନିକଟ ତରୁଣ ସାଗରମ ତୀର୍ଥ ସ୍ଥଳରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।