Browsing Tag

jajapur district administration

ଯାଜପୁର ସରକାରୀ ଅଫିସରେ ଲାଗିଲା କଟକଣା, ଜୁଲାଇ ୮ ଯାଏଁ ପ୍ରବେଶ କରିପାରିବେନି ସାଧାରଣ ଜନତା

ଯାଜପୁର ଟାଉନ: ଯାଜପୁର ସ୍ଥିତ ଏହି ସରକାରୀ ଅଫିସକୁ ସାଧାରଣ ଜନତାଙ୍କୁ ଯିବାକୁ ବାରଣ କରାଯାଇଛି । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଅଫିସରେ ଲାଗିଲା କଟକଣା । ଖବର ଅନୁଯାୟୀ ଯାଜପୁର ତହସିଲଦାର କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ତରଫରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି ।…