ବାଛୁରୀ ଖୋଜିବାକୁ ଯାଇ ବୃଦ୍ଧା ନିଖୋଜ, ୬ ଦିନ ପରେ ବି ମିଳୁନି ପତ୍ତା
ଯାଜପୁର: ବାଛୁରୀ ଖୋଜିବାକୁ ଯାଇଥିଲେ ତା ପରଠାରୁ ନିଖୋଜ ହୋଇଗଲେ । ଯେତେ ଖୋଜାଖୋଜି ପରେ ବି ମିଳୁନି ବୃଦ୍ଧାଙ୍କ ପତ୍ତା । ବୃଦ୍ଧାଜଣକ ନିଖୋଜ ହେବାର ୬ ଦିନ ବିତିଗଲାଣି ତଥାପି ତାଙ୍କର କିଛି ଖୋଜ ଖବର ମିଳି ପାରୁନି । ହଁ ଆଜ୍ଞା, ବାଛୁରୀ ଖୋଜିବାକୁ ଯାଇ ବୃଦ୍ଧା ନିଖୋଜ । ନିଖୋଜ ହେବାର ଛଅ…