Below header
Browsing Tag

jajpur fire

ଯାଜପୁର: ଭୟାବହ ଅଗ୍ନିକାଣ୍ଡ ଘଟି ଜଳିଗଲା ୫ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ

ଯାଜପୁର(କେନ୍ଯୁଜ୍): ଭୟାବହ ଅଗ୍ନିକାଣ୍ଡ ଘଟି ଜଳିଗଲା ୫ବଖରା ଘର। ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ। ଯାଜପୁର ଜିଲ୍ଲା ବ୍ରହ୍ମବରଦା ନିକଟ ଝାଲପଡା ଗ୍ରାମରେ ଗତକାଲି ରାତିରେ ଘଟିଛି ଏହି ଅଘଟଣ। ତେବେ ଗତକାଲି ରାତିରେ ଗ୍ରାମର ଗଦାଧର ବାରିକଙ୍କ ପରିବାର ଲୋକେ ଖାଇପିଇ ଶୋଇପଡିଥିଲେ।…

ଯାଜପୁର ଝରକୁଳ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ୪ ବଖରା ଘର ଜଳି ଭସ୍ମୀଭୂତ

ଯାଜପୁର: ଭୟାବହ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ଜଳି ଭସ୍ମୀଭୂତ। ଗତକାଲି ରାତିରେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ଝରକୁଳ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା। ଗ୍ରାମର ସେକ ସମସୁଲୁ ହକ ଓ ମନସୁର ହକଙ୍କ ଘରେ କୌଣସି କାରଣ ରୁ ନିଆଁ ଲାଗିଯିବା ଫଳରେ ୪ବଖରା ଘର ସମ୍ପୂର୍ଣ…

ଯାଜପୁର ରାଧାନଗର ଗାଁ ବାରିକ ସାହିରେ ଭୟାବହ ଅଗ୍ନିକାଣ୍ଡ: ୩ଟି ପରିବାରର ୫ରୁ ଅଧିକ ବଖରା ଘର ଜଳିପୋଡି ପାଉଁଶ

ଯାଜପୁର: ଭୟାବହ ଅଗ୍ନିକାଣ୍ଡ। ଯାଜପୁର ଜିଲ୍ଲା ରସଲୁଲପୁର ବ୍ଲକ ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗାଁ ବାରିକ ସାହିରେ ଅଗ୍ନିକାଣ୍ଡ। ଜଳିପୋଡି ପାଉଁଶ ହୋଇଗଲା ୩ଟି ପରିବାରର ୫ରୁ ଅଧିକ ବଖରା ଘର। ନଷ୍ଟ ହୋଇଛି ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ଗାଁର କୃପାସିନ୍ଧୁ ଜତିଙ୍କ ଘରେ ରୋଷେଇ…

ଯାଜପୁର ସିଂହପୁର ଗାଁରେ ସଟସର୍କିଟରୁ ଅଗ୍ନିକାଣ୍ଡ, ୫୦ ହଜାରରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ଯାଜପୁର ଟାଉନ: ଯାଜପୁର ବିଂଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ଗାଁରେ ଅଗ୍ନିକାଣ୍ଡ । ଗାଁର ପ୍ରମୋଦ ବେହେରାଙ୍କ ଘରେ ଇଲେକ୍ଟ୍ରି ସଟସର୍କିଟରୁ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡ ଫଳରେ ଘରର ଆସବାବପତ୍ର ସହ ୫୦ ହଜାରରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଥିବା…