Below header
Browsing Tag

jajpur medical collage

ବଦଳିଲା ଯାଜପୁର ମେଡିକାଲ କଲେଜର ନାଁ

ଯାଜପୁର ଟାଉନ(କେନ୍ୟୁଜ୍): ବଦଳିଲା ଯାଜପୁର ମେଡିକାଲ କଲେଜର ନାଁ। ମେଡିକାଲ କଲେଜ ନାଁ ଯଯାତି କେଶରୀ ମେଡିକାଲ କଲେଜକୁ ପରିବର୍ତ୍ତନ ହୋଇଛି। ନୂଆ ନାଁ କୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 5T ସଚିବ ଭିକେ ପାଣ୍ଡିଆନଙ୍କ ଯାଜପୁର ଜିଲ୍ଲା ଗସ୍ତ ବେଳେ ମେଡିକାଲ କଲେଜକୁ…

ଯାଜପୁରରେ ହେବ ମେଡିକାଲ କଲେଜ, ଖୁସିରେ ମା ବିରଜା ମନ୍ଦିରରେ ଜିଲ୍ଲାବାସୀ ଓ ବିଧାୟକ କଲେ ସମୂହ ଦୀପ ଦାନ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ମେଡିକାଲ କଲେଜକୁ ଆଜି ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପ ପାଇଁ ୪୨୬ କୋଟି ୫୧  ଲକ୍ଷ ଟଙ୍କା ବ୍ୟୟ ମଞ୍ଜୁରୀ ପାଇଁ ଅନୁମୋଦନ ମିଳିଛି। ଏଥିରେ ୧୦୦  ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଏବଂ ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ ନିର୍ମାଣ କରାଯିବ।…

୨୦୨୨ ସୁ‌ଦ୍ଧା ଯାଜପୁରରେ ହେବ ମେଡିକାଲ୍ କଲେଜ, ଭିତ୍ତିଭୂମି କାମର ଅନୁଧ୍ୟାନ କଲେ ବିଧାୟକ ପ୍ରଣବ ଦାସ ଓ ଜିଲ୍ଲାପାଳ

ଯାଜପୁର ଟାଉନ: ଯାଜପୁର ମେଡିକାଲ କଲେଜ ଭିତ୍ତିଭୂମି କାମର ଅନୁଧ୍ୟାନ କରିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ଜିଲ୍ଲାପାଳ ଚକ୍ରବର୍ତି ସିଂ ରାଠୋର । ଉଭୟ ମେଡିକାଲ କଲେଜ ପ୍ରକଳ୍ପ କାମର ସମୀକ୍ଷା କରିଥିଲେ । କୋରୋନା ପାଇଁ କାମ ଟିକେ ପଛେଇ ଯାଇଥିବା ବେଳେ ଏବେ ଏହି କାମକୁ ଦୃତ…