Browsing Tag

jal abhishek

ଆରଓ ପାଣିରେ ହେବ ମହାକାଳଙ୍କ ଜଳାଭିଷେକ, ଅନୁମତି ପ୍ରଦାନ କଲେ ସୁପ୍ରିମକୋର୍ଟ

ଉଜ୍ଜୟିନୀ ସ୍ଥିତ ମହାକାଳେଶ୍ବର ମନ୍ଦିର ମାମଲାରେ ସୁପ୍ରିମକୋର୍ଟ ଗତକାଲି ରାୟ ଦେଇଛନ୍ତି। ଆଠଟି ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟ ମନ୍ଦିର ପ୍ରଶାସନକୁ ସବୁଜ ସଙ୍କେତ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ମନ୍ଦିର ପ୍ରଶାସନକୁ ଦିଆଯାଇଥିବା ଆଠଟି ପରାମର୍ଶ ଅନୁଯାୟୀ ଭକ୍ତମାନେ…