ଜାଣିଛନ୍ତି କି କାହିଁକି କରାଯାଏ ଭଗବାନ ଶିବଙ୍କ ଅଭିଷେକ, ସନାତନ ଧର୍ମରେ ରହିଛି ବିଶେଷ ମହତ୍ତ୍ୱ
ଭଗବାନ ଶିବଙ୍କର ଜଳ ଅଭିଷେକ ପ୍ରାୟତଃ ସମସ୍ତେ କରିଥିବେ । ସନାତନ ଧର୍ମରେ ଏହାର ବିଶେଷ ମହତ୍ତ୍ୱ ରହିଛି । ବିଶ୍ୱାସ କରାଯାଏ ଯେ ଅଭିଷେକ କରିବା ଦ୍ୱାରା ମହାଦେବ ବହୁତ ଶୀଘ୍ର ପ୍ରସନ୍ନ ହୁଅନ୍ତି ଏବଂ ଭକ୍ତମାନଙ୍କ ଇଚ୍ଛା ଅନୁସାରେ ବର ପ୍ରଦାନ କରନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଭଗବାନ…