Browsing Tag

jaraka

୧୬ନଂ ଜାତୀୟ ରାଜପଥ ଜାରକା ବୁଦ୍ଧ ପାର୍କ ନିକଟରେ ହେବ ପୋଲ ନିର୍ମାଣ, NHAI କର୍ତ୍ତୃପକ୍ଷଙ୍କ କ୍ଷେତ୍ର ପରିଦର୍ଶନ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଜାରକା ଛକ ନିକଟ ବୁଦ୍ଧ ପାର୍କ ପରିସରରେ ଏକ ଗଳିପୋଲ ନିର୍ମାଣ ନେଇ ଦାବି ହୋଇ ଆସୁଛି । ଏନେଇ ଆଜି ଜାତୀୟ ରାଜପଥ କର୍ତ୍ତୃପକ୍ଷ କ୍ଷେତ୍ର ପରିଦର୍ଶନ କରିବା ସହ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରିଛନ୍ତି । ବିଶେଷ କରି ରାସ୍ତାର…

ଜାରକା ଷ୍ଟାଡିୟମ ପରିଦର୍ଶନ କଲେ ଓସିଏର ବୈଷୟିକ ଟିମ୍‌, ପଡିଆ ସହ ଭିତିଭୂମିକୁ ଦେଖି ଉତ୍ସାହିତ ଆଗାମୀ ଦିନରେ ଓସିଏ…

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଜାରକାଠାରେ ଥିବା କଳ୍ପତରୁ ଦାସ ଷ୍ଟାଡିୟମରେ ଓଡିଶା କ୍ରିକେଟ ଆସୋସିଏସନର ବୈଷୟିକ ଟିମ୍ । ଆଜି ଷ୍ଟାଡିୟମରେ ଥିବା ଖେଳ ପଡିଆ ଓ ଭିତିଭୂମିର ଅନୁଧ୍ୟାନ କରିଛନ୍ତି ଟିମର ସଦସ୍ୟମାନେ । ପ୍ରଥମେ ଗ୍ରାଉଣ୍ଡକୁ ବୁଲି ଦେଖିବା ସହ ପିଚ୍‌ର ନୀରିକ୍ଷଣ କରିଥିଲେ…