Browsing Tag

jaraka police station

ବାର୍‌ ଭାବି ଫାଣ୍ଡିରେ ବସି ମଦ ପିଉଥିଲେ, ୪ ଜଣ ପୋଲିସ୍‌ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରିଦେଲେ ଯାଜପୁର ଏସ୍‌ପି

ଯାଜପୁର(କେ ନ୍ୟୁଜ): ଡ୍ୟୁଟି ସମୟରେ ମଦ୍ୟପାନ କରିବା ପଡିଲା ମହଙ୍ଗା। ନିଲମ୍ବିତ ହେଲେ ୪ ପୋଲିସ କର୍ମଚାରୀ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧିନସ୍ଥ ଜାରକା ଫାଣ୍ଡିର ୪ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ଯାଜପୁର ଏସ.ପି ରାହୁଲ ପି.ଆର। ସେମାନଙ୍କ ମଧ୍ୟରେ ୨ ଜଣ କନଷ୍ଟେବଳ…