Browsing Tag

jaswant singh dies

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶଓ୍ଵନ୍ତ ସିଂ ପରଲୋକ, ଶୋକ ପ୍ରକାଶ କଲେ ମୋଦି ଏବଂ ରାଜନାଥ ସିଂ

ଚାଲିଗଲେ କେନ୍ଦ୍ରମନ୍ତ୍ରୀ ଯଶଓ୍ଵନ୍ତ ସିଂହ। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଦୃଦଘାତରେ ଦିଲ୍ଲୀର ଆର୍ମି ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ଅସୁସ୍ଥ ହୋଇ ଜୁନ୍‌ ୨୫ ତାରିଖରୁ ହସପିଟାଲରେ ଭର୍ତ୍ତି ହୋଇଥିଲେ। ସେ ବିଜେପିର ଜଣେ ଟାଣୁଆ ନେତା ଥିଲେ। ସେ ବାଜପେୟୀଙ୍କ ସରକାର…