Below header
Browsing Tag

Javanese critical

ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଓଲଟିଲା ବସ, ୧୦ ଯବାନ ଗୁରୁତର

ମାଲକାନଗିରି (କେନ୍ୟୁଜ): ଯବାନଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣା ।  ଛତିଶଗଡ ଦନ୍ତେୱାଡ଼ା ଜିଲ୍ଲାର ଫରସପାଲିରୁ ନିର୍ବାଚନ କାମ ସାରି ଜଗଦଲପୁରକୁ ଯବାନଙ୍କୁ ନେଇ ଫେରୁଥିବା ବେଳେ ବସ ଦୁର୍ଘଟଣାଗସ୍ତ ହୋଇଛି । ଏଥିରେ ୧୦ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯବାନଙ୍କୁ ଚିକିତ୍ସା…