Browsing Tag

jawan killed

ଜମ୍ମୁ କଶ୍ମୀର : ଜଙ୍ଗଲରୁ ମିଳିଲା ଅପହୃତ ଯବାନଙ୍କ ମୃତଦେହ, ଶରୀରରେ ଗୁଳିମାଡ ସହ ରହିଛି କ୍ଷତ ଚିହ୍ନ

ଜମ୍ମୁ କଶ୍ମୀର ଅନନ୍ତନାଗର କୋର୍କଣ୍ଣାଗରେ ଯବାନଙ୍କୁ ଅପହରଣ କରିବା ପରେ ହତ୍ୟା କରିଛନ୍ତି ଆତଙ୍କବାଦୀ । ଦୁଇ ଜଣ ଯବାନଙ୍କୁ ଅପହରଣ କରିନେଇଥିବା ବେଳେ ଜଣେ ଖସି ଆସିବାରେ ସଫଳ ହୋଇଥିଲେ । ନିଖୋଜ ଯବାନଙ୍କୁ ଠାବ କରିବାକୁ ଜୋରଦାର ସର୍ଚ୍ଚ ଅପରେସନ କରାଯାଇଥିଲା । ପଥରୀବଲ ଜଙ୍ଗଲରୁ ଯବାନଙ୍କ…

ଛତିଶଗଡ଼ରେ ସୁରକ୍ଷା ବାହିନୀ ଗାଡ଼ି ଖାଇକୁ ଖସିଲା, ୨ ଯବାନ ମୃତ; ଡ୍ରାଇଭରଙ୍କ ସମେତ ଦୁଇ ଆହତ

ଛତିଶଗଡ଼ର ବଳରାମପୁର ଜିଲ୍ଲାରେ ଏକ ଛୋଟ ମାଲବାହୀ ଗାଡ଼ି ଖାଇକୁ ଖସିପଡ଼ିଛି । ଏହି ଦୁର୍ଘଟଣାରେ ଛତିଶଗଡ଼ ସଶସ୍ତ୍ର ବାହିନୀ (CAF)ର ଦୁଇଜଣ ଯବାନଙ୍କ ମୃତ୍ୟୁ ହୋଇଛି । ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ, ଦୁର୍ଘଟଣାରେ ସିଏଏଫ୍‌ର ଜଣେ ଯବାନଙ୍କ ସହ ଗାଡ଼ି ଚାଳକ ଆହତ ହୋଇଛନ୍ତି । ବଳରାମପୁର…

ଜମ୍ମୁ କଶ୍ମୀର କୁଲଗାମରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ, ୩ ଯବାନ ସହିଦ

ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୩ ଯବାନ ସହିଦ ହୋଇଛନ୍ତି । କୁଲଗାମ ଜିଲ୍ଲାର ଏକ ଜଙ୍ଗଲରେ ଆତଙ୍କବାଦୀ ଲୁଚି ରହିଥିବାର ସୁରକ୍ଷା କର୍ମୀଙ୍କୁ ସୂଚନା ମିଳିଥିଲା । ଏହା ଜାଣିବା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।…

ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ: ଯବାନଙ୍କୁ ଅପହରଣ ପରେ ହତ୍ୟା, ଘଟଣାସ୍ଥଳରେ ଛାଡିଗଲେ ପୋଷ୍ଟର

ମାଲକାନଗିରି(କେନ୍ଯୁଜ୍): ଯବାନଙ୍କୁ ଅପହରଣ ପରେ ହତ୍ୟା। ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଜଣେ CAF ଯବାନଙ୍କୁ ଅପହରଣ ପରେ ହତ୍ୟା। ମୃତ ଯବାନ ଅର୍ଜୁନ କୁଣ୍ଡିଆମୀ। କିଛି ଦିନ ପୂର୍ବରୁ ଯବାନ ଜଣକ ଘରକୁ ଆସିିଥିବାବେଳେ…

ମାଓବାଦୀଙ୍କ ବର୍ବରକାଣ୍ଡ: ଅପହୃତ ଯବାନ ମୁରଲୀ ତାତିଙ୍କୁ କଲେ ହତ୍ୟା

ମାଲକାନଗିରି: ମାଓବାଦୀଙ୍କ ବର୍ବରକାଣ୍ଡ । ଅପହୃତ ଯବାନ ମୁରଲୀ ତାତିଙ୍କୁ ହତ୍ୟା କଲେ ମାଓବାଦୀ । ଏନେଇ ମାଓବାଦୀଙ୍କ ପକ୍ଷରୁ ପୋଷ୍ଟର ଜାରି ହୋଇଛି। ଗତ ୨୧ ତାରିଖ ଅପରାହ୍ନରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ASI ମୁରଲୀ ତାତିଙ୍କୁ ଅପହରଣ କରିଥିଲେ ମାଓବାଦୀ ।…

ପୁଣି ଲାଲ ତାଣ୍ଡବ, ଯବାନଙ୍କ ଗଳା କାଟି ହତ୍ୟା କଲେ ମାଓବାଦୀ

ମାଲକାନଗିରି (କେନ୍ୟୁଜ୍) : ପୁଣି ଲାଲ ତାଣ୍ଡବ । ମାଲକାନଗିରି ସମୀନ୍ତ ଛତିଶଗଡର ବିଜାପୁର ଜିଲ୍ଳାର ମିରତୁର ସାପ୍ତାହିକ ହାଟରେ ଯବାନଙ୍କୁ ଗଳା କାଟି ହତ୍ୟା କରିଛନ୍ତି ମାଓବାଦୀ । ହାଟକୁ ଯବାନ ଜଣକ ସଉଦା କରିବା ବେଳେ ଏଭଳି ବର୍ବରକାଣ୍ଡ ଭିଆଇଛନ୍ତି ମାଓବାଦୀ । ମୃତ ଯବାନଙ୍କ ନାଁ ଚେତୁ…