ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ: ଯବାନଙ୍କୁ ଅପହରଣ ପରେ ହତ୍ୟା, ଘଟଣାସ୍ଥଳରେ ଛାଡିଗଲେ ପୋଷ୍ଟର

ମାଲକାନଗିରି(କେନ୍ଯୁଜ୍): ଯବାନଙ୍କୁ ଅପହରଣ ପରେ ହତ୍ୟା। ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଜଣେ CAF ଯବାନଙ୍କୁ ଅପହରଣ ପରେ ହତ୍ୟା। ମୃତ ଯବାନ ଅର୍ଜୁନ କୁଣ୍ଡିଆମୀ।
କିଛି ଦିନ ପୂର୍ବରୁ ଯବାନ ଜଣକ ଘରକୁ ଆସିିଥିବାବେଳେ ମାଓବାଦୀମାନେ ତାଙ୍କୁ ହତ୍ୟା କରିଛନ୍ତି। ଘଟଣାସ୍ଥଳରେ ମାଓବାଦୀମାନେ ମାଓ ପୋଷ୍ଟର ଛାଡି ଯାଇଥିବା ସୂଚନା ଦେଇଛନ୍ତି ବିଜାପୁର SP ।