Browsing Tag

jayalalitha residence

ତାମିଲନାଡ଼ୁ : ଭୂତପୂର୍ବ ମୁଖ୍ୟ ମନ୍ତ୍ରୀ ଜୟ ଲଳିତାଙ୍କ ଘର ହେବ ସଂଗ୍ରହାଳୟ, ରାଜ୍ୟପାଳ ଜାରି କଲେ ଅଧ୍ୟାଦେଶ

ଚେନ୍ନେଇ : ତାମିଲନାଡ଼ୁ ଭୂତପୂବ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ବାସଗୃହକୁ ଏକ ଅସ୍ଥାୟୀ  ସଂଗ୍ରହାଳୟରେ ପରିବର୍ତ୍ତନ କରିବା ପାଇଁ ତାମିଲନାଡ଼ୁ ରାଜ୍ୟପାଳ ବନଓ୍ଵାରୀଲାଲ୍‌ ପୁରୋହିତ ନିର୍ଦ୍ଦେଶ ଦେଇଛନ୍ତି । ଜୟଲଳିତାଙ୍କ ନାମରେ ଏକ ଫାଉଣ୍ଡେସନ୍‌ ଗଠନ କରିବା ଉଦ୍ଦେଶ୍ୟରେ ରାଜ୍ୟ…