ଜୟପୁରରେ ଭାଙ୍ଗିଲା କୋଲାବ ଡ୍ୟାମର ମୁଖ୍ୟ କେନାଲ: ମରାମତି ହୋଇପାରୁନି ବନ୍ଧ, ପାଣି ଅଟକାଇବା ହୋଇଯାଉଛି ମୁସ୍କିଲ୍
ଜୟପୁର(କେନ୍ୟୁଜ୍): ଜୟପୁରରେ ଭାଙ୍ଗିଲା କୋଲାବ ଡ୍ୟାମର ମୁଖ୍ୟ କେନାଲ । ଦ୍ରୁତ ଗତିରେ କେନାଲ ପାଣି ମାଡ଼ିବାରୁ ଏକର ଏକର ଚାଷ ଜମିରେ ପାଣି ଜମିଛି । ୯ ମିଟରର ଘାଇ ସୃଷ୍ଟି ହୋଇଛି । ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ ହୋଇଛି । ହେଲେ ଅଳ୍ପକେ ବର୍ତ୍ତି ଯାଇଛି ଘରଦ୍ୱାର ।
ଜୟପୁର…